ଭାରତର ଡିଜିଟାଲ ଷ୍ଟ୍ରାଇକ୍ : ୨୦ଟି ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କଲେ ସରକାର

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍। ଭାରତ ବିରୋଧରେ ମିଛ ଖବର ଓ ଭିଡ଼ିଓ ପରିବେଷଣ କରୁଥିବା ଅଭିଯୋଗରେ ୨୦ଟି ୟୁଟ୍ୟୁବ୍ ଚ୍ୟାନେଲକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ବ୍ଲକ୍ କରିଦେଇଛି। ତା ସହିତ ଭାରତ ବିରୋଧୀ ମିଛ ଅପପ୍ରଚାର କରୁଥିବା କାରଣରୁ ଦୁଇଟି ୱେବସାଇଟ ବିରୋଧରେ ମଧ୍ୟ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏହି ୨୦ଟି ପାକିସ୍ଥାନୀ … Continue reading ଭାରତର ଡିଜିଟାଲ ଷ୍ଟ୍ରାଇକ୍ : ୨୦ଟି ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କଲେ ସରକାର